#ଭାରତୀୟ_ସେନାର_କମାଣ୍ଡୋ_ଚିଲ
ଭାରତୀୟ ସେନା ପାକିସ୍ତାନ ଓ ଚୀନ ଭଳି ଦେଶ ମାନଙ୍କ ଦ୍ୱାରା ନିୟମିତ ଭାବେ କରାଯାଉଥିବା ଡ୍ରୋନ ଆକ୍ରମଣକୁ ଆଖି ଆଗରେ ରଖି ନୂଆ ରଣନୀତି ପ୍ରସ୍ତୁତ କରିଛି । ଏବେ ଡ୍ରୋନ ବିପଦ ସହିତ ମୁକାବିଲା କରିବା ପାଇଁ ଭାରତୀୟ ସେନା ଏବେ ଚିଲ କୁ ତାଲିମ ଦେଇଛି । ଏହାର ନାମ ଅର୍ଜୁନ ରଖା ଯାଇଛି ।
#indianarmy #Strategy #eagle #ATTACK #training #ArgusNews