ସରିଲା ଆଇପିଏଲ୍ ମିନି-ଅକ୍ସନ୍ !
ନିଲାମ ପ୍ରକ୍ରିୟା ଆସିଲା ଚୂଡ଼ାନ୍ତ ତାଲିକା । ସାମ କରନ ହେଲେ ଆଇପିଏଲ ଇତିହାସର ସବୁଠୁ ଦାମୀ ଖେଳାଳି । ୧୮.୫୦ କୋଟି ଟଙ୍କାରେ ସାମ କରନଙ୍କୁ କିଣିଲା ପଞ୍ଜାବ କିଙ୍ଗ୍ସ । ଅଷ୍ଟ୍ରେଲିଆର କ୍ୟାମରନ ଗ୍ରୀନଙ୍କୁ ୧୭.୫୦ କୋଟିରେ ନିଜ ଟିମର ସାମିଲ କଲା ମୁମ୍ବାଇ ଇଣ୍ଡିଆନ୍ସ
#ArgusNews #IPLAuction #IPLMiniAuction #SamCurran #ExpensivePlayer