#ରାମ_ମନ୍ଦିରର_ପ୍ରତିଷ୍ଠା_ସମାରୋହକୁ_କଂଗ୍ରେସ_କରୁଛି_କି_ବିରୋଧ?
ରାମ ମନ୍ଦିରର ଭୂମି ପୂଜନ ଦିନରେ କାହିଁକି ବିକ୍ଷୋଭ? କଳା ପୋଷାକରେ ବିକ୍ଷୋଭ କରି କଣ ସନ୍ଦେଶ ଦେବାକୁ ଚାହୁଁଛି କଂଗ୍ରେସ? କଂଗ୍ରେସର ବିକ୍ଷୋଭକୁ ନେଇ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶାହ କହିଛନ୍ତି କଂଗ୍ରେସର ଏହା ପଛରେ ରହିଛି ଏକ ଲୁକ୍କାୟିତ ଏଜେଣ୍ଡା । ସେପଟେ ଯୋଗୀ ଆଦିତ୍ୟନାଥ କହିଲା ରାମଭକ୍ତଙ୍କୁ ଅପମାନ କରିଛି କଂଗ୍ରେସ...।
#RamMandir #CongressProtest #AmitShah #YogiAdityanath #ArgusNews