#ଆଖିରୁ_ଲୁହ_ନୁହେଁ_ଲହୁ_ଝରୁଥିଲା
#ଯେବେ_ପୁଅର_ପୂରା_ମର_ଶରୀର_ବି_ମାଆ_ଆଗରେ_ନଥିଲା
ପୁଲୱାମା ଆକ୍ରମଣକୁ ୪ ବର୍ଷ ପୂରିଛି, ହେଲେ ଲୁହ ଶୁଖିନି...କାନରେ ସେହି ବିସ୍ଫୋରଣର ଶବ୍ଦ ଘନଘନ ଦସ୍ତକ ଦେଉଛି ...ଆଖି ଆଗରେ ମୃତ୍ୟୁର ସେହି ବିଚଳିତ ଚିତ୍ର ନାଚି ଉଠୁଛି
#ArgusNews #Pulwamaattack #IndianArmy #National