#ବଜେଟ_ନୁହେଁ_ଏହା_ଥିଲା_ବିକାଶର_ନକ୍ସା
#ପୂରଣ_ହୋଇଛି_ପ୍ରତିଟି_ବର୍ଗର_ଆଶା
ଅମୃତ କାଳର ପ୍ରଥମ ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସପ୍ତର୍ଷିର ଅବଧାରଣା । ଗରିବ କଲ୍ୟାଣ, କୃଷି ଓ କୃଷକ, ଭିତ୍ତିଭୂମି, ଦକ୍ଷତା ବିକାଶ, ଯୁବଶକ୍ତି ଉପରେ ଏହି ବଜେଟରେ ଗୁରୁତ୍ବ ଦିଆଯାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ବିକଶିତ ଭାରତର ନିର୍ମାଣରେ ଏକ ମଜବୁତ ନିଅଁ ରଖିବ ଏ ବଜେଟ ।
#ArgusNews #BudgetSession #FinancialYear2023 #FinanceMinister #NirmalaSitharaman #National