ଜାମ୍ମୁ-କାଶ୍ମୀରର ଅବନ୍ତିପୁରା ଓ ଶ୍ରୀନଗରରେ ପୃଥକ୍ ପୃଥକ୍ ଏନ୍କାଉଣ୍ଟର। ଏନ୍କାଉଣ୍ଟରରେ ଲସ୍କର-ଇ-ତୋଏବା ସଂଗଠନର ୨ ଆତଙ୍କବାଦୀ ନିହତ। ଟିଭି ଅଭିନେତ୍ରୀ ଅମରିନ୍ ଭଟ୍ଟଙ୍କୁ ହତ୍ୟା ଘଟଣାରେ ନିହତ ୨ ଆତଙ୍କୀ ସାମିଲ ଥିବା ଜଣାପଡ଼ିଛି।
#jammukashmir #Encounter #Odisha #ArgusNews