#ଶୌଚାଳୟକୁ_ଖାଲି_ହାତରେ_ସଫା_କଲେ_ବିଜେପି_ସାଂସଦ
ବିଜେପି ସାଂସଦ ଜନାର୍ଦ୍ଦନ ମିଶ୍ର ମଧ୍ୟପ୍ରଦେଶର ରେୱାସ୍ଥିତ ବାଳିକା ବିଦ୍ୟାଳୟ ଶୌଚାଳୟକୁ ଖାଲି ହାତରେ ସଫା କରିଛନ୍ତି। ଯାହା ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି...।
#viralvideo #rewa #BJPMLA #Toiletcleaning #JanardanMishra #ArgusNews