#ଜିଓ_ଟ୍ରୁ_୫ଜି_ଏବେ_ପୁନେରେ_ଉପଲବ୍ଧ !
୨୦୨୨ ନଭେମ୍ବର ୨୩ରୁ ପୁନେରେ ଜିଓ ଟ୍ରୁ-୫ଜି ଶୁଭାରମ୍ଭ ହୋଇଛି !
ଜିଓ ପକ୍ଷରୁ ଘୋଷଣା କରାଯାଇଛି ଯେ ଜିଓ ଟ୍ରୁ-୫ଜି ଏବେ ମହାରାଷ୍ଟ୍ରର ପୁନେ ସହରରେ ଉପଲବ୍ଧ ହୋଇଛି ଯାହାଦ୍ୱାରା ପୁନେବାସୀ ୧ ଜିବିପିଏସ୍ରୁ ଅଧିକ ପର୍ଯ୍ୟନ୍ତର ସ୍ପିଡ୍ ସହ ଅସୀମିତ ୫ଜି ଡାଟାକୁ ଉପଭୋଗ କରିପାରିବେ
#ArgusNews #Jio5g #Pune #JioTrue5G #launch