#ଥମୁନି_ଟୁକଡେ_ଟୁକଡେ_ଗ୍ୟାଙ୍ଗର_ଦେଶ_ବିରୋଧୀ_ଏଜେଣ୍ଡା
ଜେଏନୟୁ ପରେ ଏବେ ଦକ୍ଷିଣ ଭାରତୀୟ ଶିକ୍ଷାନୁଷ୍ଠାନ ପାଲଟିଛି ପ୍ରୋପାଗଣ୍ଡାର ପ୍ରୟୋଗଶାଳା । ଯେଉଁଠି ସାମ୍ନାକୁ ଆସିଲା ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିଷ ମଞ୍ଜି ବୁଣିବାର ପୁଣି ଏକ ବଡ ଚକ୍ରାନ୍ତ ।
#ArgusNews #exposed #students #Violence #JNU #protests #National