#ନ୍ୟାୟ_ସାଧାରଣ_ଜନତାଙ୍କ_ଭାଷାରେ
#କୋର୍ଟ_କାର୍ଯ୍ୟରେ_ଆଞ୍ଚଳିକ_ଭାଷାକୁ_ଗୁରୁତ୍ୱ
ମିଶନ ମୋଡରେ ଇ-କୋର୍ଟ ପରିଯୋଜନା । କାର୍ଯପାଳିକା ଓ ନ୍ୟାୟପାଳିକା ମଧ୍ୟରେ ସମନ୍ବୟ ଜରୁରୀ । ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ବିଚାରପତିଙ୍କ ମିଳିତ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧିତ କରିଛନ୍ତି । କୋର୍ଟ କାର୍ଯ୍ୟରେ ଆଞ୍ଚଳିକ ଭାଷାକୁ ଗୁରୁତ୍ବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
#PMNarendraModi #executive #judiciary #meeting #Justice #language #ArgusNews