ଚଳଚ୍ଚିତ୍ର ନିର୍ମାତା କରଣ ଜୋହର କହିଛନ୍ତି ଯେ ଆମକୁ ଚଳଚ୍ଚିତ୍ର ବର୍ଗୀକରଣ ବନ୍ଦ କରିବା ଉଚିତ ଏବଂ ସମସ୍ତଙ୍କୁ ଭାରତୀୟ ଚଳଚ୍ଚିତ୍ର ଭାବରେ ବିବେଚନା କରିବା ଆବଶ୍ୟକ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଚଳଚ୍ଚିତ୍ରଗୁଡ଼ିକ ଆଉ ବଲିଉଡ, ଟଲିଉଡ ଇତ୍ୟାଦି ହେବା ଉଚିତ ନୁହେଁ ,ରାଜମୌଲିଙ୍କ ମତ ଅନୁଯାୟୀ ଆମେ ଏ ସିନେମାକୁ ଭାରତୀୟ ସିନେମା କହିବା ଆବଶ୍ୟକ ।
#bramhastra #movie #KaranJohar #BollywoodNews #SSRajamouli #aliabhatt #ranvirkapoor #NationalNews #ArgusNews