କର୍ଣାଟକ ସରକାରଙ୍କ ଦାସତ୍ୱର ନାମକୁ ବଦଳାଇବାକୁ ବଡ ନିଷ୍ପତି !
କର୍ଣାଟକର ମନ୍ଦିରରେ ହେଉଥିବା ସଲାମ ଆରତୀର ନାମ ବଦଳା ଯାଇ କରାଯିବ ‘ନମସ୍କାର’ । ଚେଷ୍ଟା କରିବା ପରେ ମଧ୍ୟ ମନ୍ଦିର ଭାଙ୍ଗି ପାରି ନ ଥିବା କାରଣରୁ ଟିପୁ ସୁଲତାନ ଏହି ନାମରେ ଆରମ୍ଭ କରାଇଥିଲା ପରମ୍ପରା
#ArgusNews #Karnataka #SalamArati #Namaskar #Tradition