ଯିଏ ପଢିବାକୁ ଅର୍ଥ ଦେଉଥିଲେ ସେହି କାଶ୍ମୀରୀ ପଣ୍ଡିତଙ୍କୁ ଗୁଳି କରିବାକୁ ପହଂଚି ଯାଇଥିଲା ଆତଙ୍କବାଦୀ ବିଟ୍ଟା କରାଟେ । ହେଲେ ଭୁଲରେ ବିଟ୍ଟା ତାଙ୍କ ବଦଳରେ ଅମିତକୁ ଗୁଳି କରି ଦେଇଥିଲା । ଦି କାଶ୍ମୀର ଫାଇଲ୍ସ ରିଲିଜ ହେବା ପରେ ସାରା ବିଶ୍ୱରେ ରହୁଥିବା କାଶ୍ମୀରୀ ପଣ୍ଡିତ ମାନେ ନିଜ ନିଜର ଲୋମହର୍ଷଣକାରୀ ଅନୁଭୁତିକୁ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି
#TheKashmirFiles #Movie #KashmirPandit #shareexperience #ArgusNews