#ମୃତ୍ୟୁବରଣ_କର_ଛାଡି_ଚାଲିଯାଅ_ବା_ମୁସଲମାନ_ହୋଇଯାଅ
#ନବେ_ଦଶକର_କଳଙ୍କିତ_ଅଧଯାଯ_କାଶ୍ମୀର_ଫାଇଲରେ
ଚର୍ଚ୍ଚାରେ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ କାଶ୍ମୀର ଫାଇଲ୍ । ଯାହା ୯୦ ଦଶକର କଳଙ୍କିତ ଅଧ୍ୟୟକୁ ପୁଣି ସାମ୍ନାକୁ ଆଣିଛି । କାଶ୍ମୀରର ସତ୍ୟତାକୁ ଦେଖାଉଥିବା କୌଣସି ଫିଲ୍ମ ଆଜି ପର୍ଯ୍ୟନ୍ତ ଆସିନଥିଲା । ଲୋକେ କଶ୍ମୀର ପଣ୍ଡିତଙ୍କ ନରସଂହାରର ନାରକୀୟକାଣ୍ଡକୁ ସିନେମା ମାଧ୍ୟମରେ ପୁଣି ଦେଖିଛନ୍ତି
#KashmirFile #VivekAgnihotri #Film #truth #cinema #Death #Muslims #National #bollywood #Odisha #ArgusNews