ଶବରିମାଲା ମନ୍ଦିରର ନିରାପତ୍ତାରେ ଲାଗିଥିବା ପୋଲିସ ଗାଡିରେ ଇସଲାମୀ ଚିହ୍ନ । ପୋଲିସରେ ଇସଲାମୀ ଚିହ୍ନ ଦେଖାଯିବାକୁ ନେଇ ଉଦବେଗ । ବିଜେପି କହିଲା କେରଳ ପୋଲିସରେ ପ୍ରବେଶ କରିସାରିଛନ୍ତି ପିଏଫଆଇର ଲୋକ ।
#Hindudevotees #SabarimalaTemple #Islamicsymbols #Keralapolice #vehicles #kerala #controversy #ArgusNews