#ପୁଣି_ପରଦାରେ_ଛାଇବ_କେଜିଏଫ୍_କ୍ରେଜ୍
#ରିଲିଜ୍_ପୂର୍ବରୁ_ଧୁମ୍_ମଚାଇଛି_କେଜିଏଫ୍_୨
#ରକି_ଭାଇ_ଖୋଳି_ବାହାର_କରିବ_ସୁନା_ଖଣିର_ରହସ୍ୟ
ଏବେ ସିନେ ପ୍ରେମୀଙ୍କ ମୁହଁରେ ଗୋଟିଏ ନାଁ, ଗୋଟିଏ ଚର୍ଚ୍ଚା । କେଜିଏଫ୍ -୨। ଆଉ ରକି ଭାଇର ଡାଇଲଗ୍ ଭାଓଲେନ୍ସ, ଭାଓଲେନ୍ସ, ଭାଓଲେନ୍ସ । ଆସନ୍ତାକାଲି ରିଲିଜ୍ ହେଉଛି ‘କେଜିଏଫ୍-୨’ । ଏହା କନ୍ନଡ, ତେଲୁଗୁ, ହିନ୍ଦୀ, ତାମିଲ ଓ ମାଲାୟଲମ୍ ଭାଷାରେ ରିଲିଜ୍ ହେବ । କର୍ଣ୍ଣାଟକରେ କେଜିଏଫ୍-୨ ଚଳଚ୍ଚିତ୍ରର ଆଡଭନ୍ସ ବୁକିଂ ସରିଯାଇଛି ।
#movie #KFF_2 #yash #rockingstaryash #goldcorporation #sanjaydutt #Odisha #ArgusNews