ଦେଶର ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ତୃଣମୁଳ ବିଧାୟକ ଅଖିଳ ଗିରିଙ୍କ ଅପମାନଜନକ ତଥା ଅଶାଳୀନ ମନ୍ତବ୍ୟକୁ ବିରୋଧ କରି କୋଲକାତାର ମୁରଲୀଧର ସେନ ଲେନରୁ ବିଜେପି ପକ୍ଷରୁ ଏକ ବିରୋଧ ପ୍ରଦର୍ଶନ କରାଯାଇଛି
#Kolkata #TMCMinister #President #DraupadiMurmu #AkhilGiri #ArrestTMCLeader #National #ArgusNews