ଇସ୍ରୋ ପକ୍ଷରୁ LVM3 ରକେଟର ଉତକ୍ଷେପଣ । ୪୩.୫ ମିଟର ଲମ୍ବା ୬୪୩ ଟନ ଓଜନର ଏହି ରକେଟକୁ ଶ୍ରୀହରି କୋଟାରୁ ଉତକ୍ଷେପଣ କରାଯାଇଛି ଯାହାକି ଦେଶର ସବୁଠୁ ବଡ଼ ରକେଟ ଅଟେ । ବ୍ରିଟେନର ୩୬ ଟି ସାଟେଲାଇଟ ସହ ଉତକ୍ଷେପଣ ହୋଇଛି । ଏଥିରେ ଆମେରିକା, ଜାପାନ ସହ ୬ଟି ଦେଶର ସହଭାଗିତା ରହିଛି ।
#ArgusNews #LVM3rocket #ISRO #Launch #largestrocket #National