ନିଜେ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ ନ କରି ବାଲାସାହେବଙ୍କ ସ୍ଵପଙ୍କୁ ସାକାର କରିବା ପାଇଁ ଶିବସେନାକୁ ସୁଯୋଗ ଦେଇଥିବାରୁ ବିଜେପିର ଦେବେନ୍ଦ୍ର ଫଡନାଭିସଙ୍କୁ ଧନ୍ୟବାଦ ଦେଲେ ଏକନାଥ ସିନ୍ଦେ । ସେ ହେବେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ । ବିଜେପି ସମର୍ଥନରେ ମହାରାଷ୍ଟ୍ରରେ ଗଠନ ହେବ ସିନ୍ଦେ ସରକାର ।
#EknathShinde #MaharashtraPoliticalCrisis #DevendraFadnavis #ChiefMinister #oath #ArgusNews