#ହିନ୍ଦୁବିରୋଧୀ_ବୟାନ_ଦେଲେ_ମମତାଙ୍କ_ସାଂସଦ
ବାରମ୍ବାର ଧର୍ମନିରପେକ୍ଷତାର ଢାଲ ପିନ୍ଧି ହିନ୍ଦୁଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଆସିଥିବା ମହୁଆ ଏଥର ସହିବାର ସବୁ ସୀମା ଟପିଯାଇଛନ୍ତି । ଏଥର ମାଆ କାଳୀଙ୍କ ମଜାକ ଉଡାଇ ମହୁଆ ପୁଣିଥରେ ଆସିଛନ୍ତି ବିବାଦ ଘେରକୁ
#WestBengal #God #MahuaMoitra #ArgusNews