ଏଇଟା ମୁଁ କରିପାରିବିନି.. ସେଇଟା ମୋ ଦ୍ୱାରା ହେବ ନାହିଁ.. ଏସବୁ କଥା ଶୁଣିବାର ଜମାନା ଗଲାଣି। ଆଜିର ଦୁନିଆରେ ଅସମ୍ଭବ ବୋଲି କିଛି ଶଦ୍ଦ ନାହିଁ । ସମସ୍ତେ ସବୁଥିରେ ପାରଙ୍ଗମ । ଅସମ୍ଭବକୁ ବି ସମ୍ଭବ କରି ଦେଖାଉଛନ୍ତି ଲୋକେ। ଏଇ ଭିଡିଓକୁ ଦେଖନ୍ତୁ ଆପଣ ବି ନିଶ୍ଚୟ ବୁଝିପାରିବେ ଯେ ସତରେ ମଣିଷ ଦ୍ୱାରା ଅସମ୍ଭବ କିଛି ନାହିଁ ।
#manjumped #skilled #impossiblepossible #humans #ArgusNews