ତ୍ରିପୁରାର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ମାଣିକ ଶାହ । ରବିବାର ମେ, ୧୫ ତାରିଖରେ ରାଜବଭନରେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି । ଶନିବାର ବିପ୍ଲବ୍ କୁମାର ଦେବ୍ ନିଜ ପଦରୁ ଇସ୍ତଫା ପ୍ରଦାନ କରିଥିଲେ । ତେବେ ଏହାପରେ ମାଣିକ ଶାହଙ୍କ ନାମ ଘୋଷଣା କରାଯାଇଥିଲା ।
#Tripura #ChiefMinister #ManikShah #sworn #National #ArgusNews