#ମନିକା_ବାତ୍ରାଙ୍କ_ଜାତୀୟ_ଯୁଦ୍ଧ_ମେମୋରିଆଲ_ପରିଦର୍ଶନ
ଭାରତର ଗର୍ବ ଏବଂ କ୍ରୀଡା ଚାମ୍ପିଅନ୍ ମନିକା ବାତ୍ରା ଜାତୀୟ ଯୁଦ୍ଧ ମେମୋରିଆଲ ପରିଦର୍ଶନ କରିବାର ଅନୁଭୂତିକୁ ଚମତ୍କାର ଭାବରେ ବାଣ୍ଟିଥିଲେ | ମୁଁ ସମସ୍ତଙ୍କୁ ଅନୁରୋଧ କରିବି ଯେ ମେମୋରିଆଲ୍ ପରିଦର୍ଶନ କରନ୍ତୁ ।
#manikabatra #NationalWarMemorial #Visit #fellings #share #Odisha #ArgusNews