ଜେଲ୍ ଯାଇପାରନ୍ତି ମନୀଷ ସିସୋଦିଆ । ଆଜି ମନୀଷଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହେବାକୁ ଯାଉଛି । 5 ଦିନିଆ ସିବିଆଇ ରିମାଣ୍ଡ ଅବଧି ଶେଷ ହେଉଥିବାରୁ ଆଜି ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟରେ ମନୀଷଙ୍କୁ ହାଜର କରାଇବ ସିବିଆଇ ।
#ArgusNews #ManishSisodia #SupremeCourt #Arrested #Odisha
Be the first to know any news. You will get latest stories and video updates through the day. You can turn them off anytime.