#ଉତ୍ତର_ପୂର୍ବରେ_ମୋଦି_ମ୍ୟାଜିକର_କମାଲ
#3_ରାଜ୍ୟର_ସରକାରରେ_ଚମକିଲା_କମଲ
ଶେଷ ହୋଇଛି ଶପଥଗ୍ରହଣ । ମେଘାଳୟ ଓ ନାଗାଲାଣ୍ଡକୁ ମିଳିଛି ନୂଆ ସରକାର । ମେଘାଳୟରେ ଦ୍ବିତୀୟ ଥର ପାଇଁ ସିଏ ଗାଦି ସମ୍ଭାଳିଲେ କନରାଡ ସାଂଗମା । ସେପଟେ ନାଗାଲାଣ୍ଡରେ 5ମ ଥର ପାଇଁ ବନିଲା ନେଫ୍ୟୁ ରିଓଙ୍କ ସରକାର ।
#ArgusNews #Meghalaya #Nagaland #PMNarenderModi #preparation #nationals