#ଶିବଲିଙ୍ଗରେ_ଜଳାଭିଷେକ_କଲେ_ମେହବୁବା_ମୁଫତି !
ଅମରନାଥ ଯାତ୍ରା ପାଇଁ ଜମି ଆଲଟମେଂଟକୁ ପୂର୍ବରୁ ବିରୋଧ କରିଥିଲେ । ମୁସଲମାନ କଟ୍ଟରପନ୍ଥୀ ମାନେ କ୍ରୋଧରେ ହେଲେ ଅଗ୍ନିଶର୍ମା
ମୌଲାନା କହିଲେ ଯେ ମେହବୁବା ଇସଲାମ ବିରୋଧୀ କାମ କରିଛନ୍ତି
#ArgusNews #MehboobaMufti #pujaofferings #Shibling #Navagrahatemple