#ମୋଦିଙ୍କ_ମନ୍ତ୍ରକୁ_ସଫଳ_କରିବାକୁ_ଗ୍ରାଊଣ୍ଡଜିରୋରେ_ମନ୍ତ୍ରୀ
ମୋଦିଙ୍କ ମିଶନ 2024 । ଲୋକଙ୍କ ସାଥୀରେ ରହିବେ ଲୋକଙ୍କୁ ହିସାବ ଦେବେ । ଗ୍ରାଉଣ୍ଡଜିରୋରେ ମୋଦିମନ୍ତ୍ର ନେଇ ମନ୍ତ୍ରୀ । ଓଡ଼ିଶାରେ 3 କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ୍ କାର୍ଯ୍ୟକ୍ରମ । ନବରଙ୍ଗପୁରରେ କେନ୍ଦ୍ର ସଂଖ୍ୟାଲଘୁ ରାଷ୍ଟ୍ରମନ୍ତ୍ରୀ ଜନ ବାର୍ଲା, ଜଗତସିଂହରେ କେନ୍ଦ୍ର ପଟ୍ରୋଲିୟମ ରାଷ୍ଟ୍ରମନ୍ତ୍ରୀ ରାମେଶ୍ବର ତେଲି ଓ ଆସ୍କାରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଶ
#Nabarangpur #UnionMinister #JohnBarla #RameswarTeli
#DarshanJardosh #odisha #ArgusNews