ଦିବ୍ୟାଙ୍ଗଙ୍କ ହାତ ତିଆରି ଡିଜାଇନ ପିନ୍ଧିଲେ ମଡେଲ !
ଏଇ ଯେଉଁ ଛାତ୍ରଛାତ୍ରୀମାନେ ରାମ୍ପ ୱାକ କରୁଥିବାର ଭିଡିଓ ଆପଣ ଦେଖିଲେ, ଏହାକୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନେ ତିଆରି କରିଛନ୍ତି । ଦିବ୍ୟାଙ୍ଗ ପିଲାମାନେ ଏତେ ସୁନ୍ଦର ସୁନ୍ଦର ଡିଜାଇନ କରିବା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟର କଥା
#ArgusNews #DressDesign #Handicapped #Handmade #Gujurat