#କମାଲ_ଦେଖାଇଲା_ମୋଦିଙ୍କ_ମାଷ୍ଟର_ଷ୍ଟ୍ରୋକ
#ଐତିହାସିକ_ବିଜୟ_ଅଭିମୁଖେ_ଦ୍ରୌପଦୀ_ମୁର୍ମୁ
ଚଳିତ ରାଷ୍ଟ୍ରପତି ନିର୍ବାଚନ ବଦଳେଇ ଦେଇଛି ଦେଶର ରାଜନୈତିକ ଦୃଶ୍ୟପଟ ା ଏନଡ଼ିଏ ମେଣ୍ଟ ଦଳଗୁଡ଼ିକର ସମର୍ଥନ ସହିତ ଅଣ ଏନଡ଼ିଏ ଦଳଗୁଡ଼ିକର ମଧ୍ୟ ଦ୍ରୌପଦୀ ଙ୍କ ପ୍ରତି ବଢିଚାଲିଛି ସମର୍ଥନ
#NDA #DraupadiMurmu #PMNarendraModi #PoliticalParty #ArgusNews