#ପୁଣି_ମୋଦି_ନଂ_ୱାନ
75 ପ୍ରତିଶତ ରେଟିଂ ସହିତ ସବୁଠାରୁ ଲୋକପ୍ରିୟ ବିଶ୍ୱ ନେତାଙ୍କ ତାଲିକାରେ ଶୀର୍ଷରେ ମୋଦି । ୨୨ ଜଣ ବିଶ୍ବ ନେତାଙ୍କୁ ନେଇ ସର୍ଭେ । ଆମେରିକା ରାଷ୍ଟ୍ରପତି ପଂଚମ ସ୍ଥାନରେ । ମର୍ନିଂ କନସଲଟ ସର୍ଭେର ରିପୋର୍ଟ ।
#PMNarendraModi #mostpopular #worldleaders #SurveyReport #ArgusNews