କିଛି ଜୀବନ ଏଇଭଳି …। ଗୋଟିଏ ହାତରେ ପରିବାର ପୋଷିବାର ଦାୟିତ୍ବ ନେଲାବେଳେ,ଅନ୍ୟ ହାତରେ ମା ର କର୍ତ୍ତବ୍ୟ ତୁଲାଉଛନ୍ତି । କୁନି ଛୁଆଟିକୁ କୋଳରେ ଧରି ରିକ୍ସା ଚଲାଉଛି ମା । ଗୋଟିଏ ହାତରେ ଧରିଛି ଛୁଆକୁ ,ଆର ହାତରେ ଚଲାଉଛି ରିକ୍ସା । ଯେଉଁ ଦୃଶ୍ୟ ଦେଖିଲେ ଆପଣ ମଧ୍ୟ କ୍ଷଣିଏ ଅଟକି ଯିବେ ସେଇଠି। ନଜର ପକାନ୍ତୁ ଏହି ଭିଡିଓରେ ...
#motherlove #child #viralvideo #ArgusNews