ମା' ପୁଅ ଏକାଠି ଉଡାଇଲେ ପ୍ଳେନ । ମା' ଉଡ଼ାଉଥିଲେ ବିମାନ । ପୁଅ ତାଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ବନିଗଲା ପାଇଲଟ । ୨୪ ବର୍ଷ ପରେ ପୁଅ ପାଇଲଟ ଭାବରେ ମା'ଙ୍କ ସହ ଉଡାଇଲା ପ୍ଳେନ । ପାଇଲଟ୍ ଓ କୋ-ପାଇଲଟ୍ ଭାବରେ ଏହା ଥିଲା ମା ଏବଂ ପୁଅଙ୍କର ପ୍ରଥମ ବିମାନ ଉଡାଣ |
#viralvideo #mother #son #pilot #love #ArgusNews