ଗୋପୀନାଥ ମୁଣ୍ଡେ ଓ ପ୍ରମୋଦ ମହାଜନଙ୍କୁ ଘଂଟା ଘଂଟା ଅପେକ୍ଷା କରାଉଥିଲେ ଉଦ୍ଧବ । ହଇରାଣ କରିଥିବାରୁ ପାର୍ଟି ଛାଡିଥିଲେ ନାରାୟଣ ରାଣେ ଓ ରାଜ ଠାକରେ । ଏବେ ପୁଣି ଉଦ୍ଧବ ଠାକରେ ଶିବସେନା ବିଧାୟକଙ୍କୁ ଦେଖା ଦେଉ ନ ଥିବା ଅଭିଯୋଗ ।
#National #Politaclparty #Plotics #GopinathMunde #Maharastra #ShivSena #ShivSenaMLA #ArgusNews