#ଫର୍ଚୁନ_ପକ୍ଷରୁ_ନ୍ୟାସନାଲ୍_ପ୍ରୋଟିନ_ଡେ_ପାଳିତ_ହୋଇଛି
ଏହି ଅବସରରେ ପ୍ରୋଟିନରେ ଭରପୁର ସୋୟା ଚଙ୍କକୁ ନେଇ ସଚେତନତା କରାଯାଇଛି । ଫର୍ଚୁନ ସୋୟା ଚଙ୍କରେ ୫୨ ପ୍ରତିଶତ ପ୍ରୋଟିନ ରହିଛି ଯାହା ଗାଈ କ୍ଷୀର ଅପେକ୍ଷା ୧୫ ଗୁଣା ଅଧିକ । ଆଉ ଏହା ୩ ଭ୍ୟାରିଏଣ୍ଟରେ ଉପଲବ୍ଧ ।
#ArgusNews #NationalProteinDay #Fortune #soyflour #Awareness #AdaniGroup #nationals