#ଏଥର_ସାଉଥ୍ରେ_ଡେବ୍ୟୁ_କରିବେ_ନୱାଜୁଦ୍ଦିନ
ଉଭୟ ବଲିଉଡ ଓ ୱେବସିରିଜରେ ଅଭିନୟର ଯାଦୁ ଦେଖାଇ ସମସ୍ତଙ୍କ ଲୋକପ୍ରିୟ ଅଭିନେତା ହୋଇପାରିଛନ୍ତି ନୱାଜୁଦ୍ଦିନ ସିଦ୍ଦିକି । ଆଉ ଏବେ ନୱାଜୁଦ୍ଦିନ ସିଦ୍ଦିକି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ଆଡକୁ ପାଦ ବଢାଇଛନ୍ତି ।
#ArgusNews #NawazuddinSiddiqui #Indianactor #Bollywood #SouthFilmIndustry #National