ଭାରତୀୟ ସମ୍ବିଧାନ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁପ୍ରିମକୋର୍ଟରେ ସମ୍ବିଧାନ ଦିବସ ଅବସରରେ ଆୟୋଜିତ ହୋଇଥିବା ସମାରୋହରେ ଯୋଗ ଦେଇଛନ୍ତି । ଏହାସହ ଇ-କୋର୍ଟ ସମ୍ବନ୍ଧୀୟ ବିଭିନ୍ନ ନୂଆ ପ୍ରକଳ୍ପର ଉଦଘାଟନ କରିଛନ୍ତି ।
#ArgusNews #NarendraModi #constitutionday #newproject #NewProject2022 #SupremeCourt