#ଆତଙ୍କ_ଉପରେ_ଆଇନର_ଶକ୍ତ_ପ୍ରହାର
#ପିଏଫଆଇ_ଉପରେ_ଏନଆଇଏର_ବଡ_ହମଲା
ପିଏଫଆଇ ବିରୋଧରେ ଆକ୍ସନ ମୋଡରେ ଏନଆଇଏ । ସାରା ଦେଶରେ ଏନଆଇଏ ଓ ଇଡିର ମିଳିତ ଭାବେ ମେଗା ରେଡ୍ । ବିହାରରୁ ବମ୍ବେ, କେରଳରୁ ୟୁପି । 12 ରାଜ୍ୟର 100ରୁ ଅଧିକ ପିଏଫଆଇ ଠିକଣା ଉପରେ ରେଡ୍ ମାରି ଦେଶରେ ହଇଚଇ ସୃଷ୍ଟି କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା NIA ।
#PFI #NIA #ED #Raid #National #ArgusNews