#NMPକୁ_ବିରୋଧୀଙ୍କ_ବିରୋଧ
#ଜବାବ୍_ରଖିଲେ_ଅର୍ଥମନ୍ତ୍ରୀ_ନିର୍ମଳା_ସୀତାରମଣ
#ଦେଶର_ହିତ_ପାଇଁ_କାମ_କରୁଛି_ମୋଦି_ସରକାର
ରାଷ୍ଟ୍ରୀୟ ମୁଦ୍ରୀକରଣ ପାଇପଲାଇନ ଯୋଜନାକୁ ନେଇ ଦେଶବାସୀଙ୍କୁ ଆଶ୍ବାସନା ଦେଲେ ଅର୍ଥମନ୍ତ୍ରୀ । କହିଲେ, ଦେଶର ହିତରେ କାମ କରୁଛନ୍ତି ମୋଦି ସରକାର । ପ୍ରତିବାଦ କରୁଥିବା ବିରୋଧୀଙ୍କ ବିରୋଧରେ ବର୍ଷିଛନ୍ତି ନିର୍ମଳା ସୀତାରମଣ ।
#NirmalaSitaraman #FinanceMinister #pipelinescheme #NarendraModi #National #ArgusNews