ଆଜିଠୁ `ନୋ ମନି ଫର୍ ଟେରର୍' ସମ୍ମିଳନୀ। ନୂଆଦିଲ୍ଲୀ ସ୍ଥିତ ହୋଟେଲ ତାଜରେ ଦୁଇ ଦିନ ଧରି ଚାଲିବ 4ଟି ଅଧିବେଶନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି....।
#ArgusNews #NoMoneyForTerror #conference #NarendraModi #newdelhi #HotelTaj