ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଟ୍ୟାକ୍ସ ନ ଦେବାରୁ ନୋଟିସ !
ବଲିଉଡ ଅଭିନେତ୍ରୀ ତଥା ଅମିତାଭ ବଚ୍ଚନଙ୍କ ବୋହୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁଣି ଥରେ ଶିରୋନାମାରେ ଅଛନ୍ତି । ସେ ତାଙ୍କର ଟ୍ୟାକ୍ଚ ନ ଦେବା କାରଣରୁ ବର୍ତମାନ ପୁଣି ଥରେ ଗଣମାଧ୍ୟମରେ ଚର୍ଚାର କେନ୍ଦ୍ର ବିନ୍ଦୁ ପାଲଚିଛନ୍ତି
#ArgusNews #AishwaryaRayBachhan #IncomeTax #Notice