#ରାହୁଲ_ଗାନ୍ଧୀଙ୍କୁ_ନୋଟିସ
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପାଇଁ ଅଡୁଆ ବଢିଛି । ଲୋକସଭା ସଚିବାଳୟ ପକ୍ଷରୁ ତାଙ୍କୁ ନୋଟିସ ପଠା ଯାଇଛି । ଏହି ନୋଟିସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ସେ କରିଥିବା ଅସଂସଦୀୟ ଟିପ୍ପଣୀକୁ ନେଇ ପଠାଯାଇଛି । ସ୍ବାଧିକାର ଭଙ୍ଗ କରିଥିବା ଅଭିଯୋଗରେ ଏହି ନୋଟିସ ପଠାଯାଇଛି ।
#ArgusNews #RahulGandhi #CongressLeader #Notice #National