#ଓଡ଼ିଆ_ଖାଦ୍ୟର_ବାସ୍ନାରେ_ମହକୁଛି_ଦିଲ୍ଲୀ
କଟକ ଦହିବରାରୁ ନେଇ ବାରିପଦାର ମୁଢ଼ି ମାଂସ ଓ ପାହାଳର ରସଗୋଲା ପର୍ଯ୍ୟନ୍ତ ସବୁର ସ୍ଵାଦ ପାଉଛନ୍ତି ଦିଲ୍ଲୀବାସୀ। ଓଡ଼ିଶା ପର୍ବ ଅବସରରେ ରାଜଧାନୀ ଦିଲ୍ଲୀରେ ପଡ଼ିଛି ଭଳିକି ଭଳି ଓଡ଼ିଆ ଖାଦ୍ୟର ଷ୍ଟଲ୍। ଲୋକେ ଆସୁଛନ୍ତି ପେଟ ଭରି ଓଡ଼ିଆ ଖାଦ୍ୟ ଖାଉଛନ୍ତି...।
#ArgusNews #OdishaParba2023 #OdishaParba #Odiasamaj #OdiaCulture #OdiaCuisine #odiafood #JawaharlalNehruStadium #delhi