#କେନ୍ଦ୍ର_ବଜେଟକୁ_ନେଇ_ବଢ଼ିଲା_ଓଡ଼ିଶାର_ଆଶା
#ମୋଦିଙ୍କ_ପୂର୍ବୋଦୟ_ମିଶନର_ବଡ଼_ହିତାଧିକାରୀ_ବନିଛି_ଓଡ଼ିଶା
ସମୟ ଥିଲା ରେଳ ବଜେଟ ପୂର୍ବରୁ ଓଡ଼ିଶାର ନେତାଙ୍କୁ କେନ୍ଦ୍ରରେ ଯାଇ ଦାବି ଜଣାଇବାକୁ ପଡୁଥିଲା । ଆଉ ଜବାବ ଆସୁଥିଲା ଟଙ୍କା ଗଛରେ ଫଳେନି। କିନ୍ତୁ 2014 ପରଠୁ ଓଲଟି ଯାଇଛି ଚିତ୍ର। ରେଳ ବଜେଟରେ ରାଜ୍ୟର ଦାବିଠୁ ମିଳୁଛି ଯଥେଷ୍ଟ ଅଧିକ ଅନୁଦାନ ।
#ArgusNews #budget #IndianRailways #Odisha