ଓଡିଶା ପର୍ବ ଆମେ ବହୁତ ଖୁସି। ଭାବିଥିଲୁ ଇଣ୍ଡିଆ ଗେଟ ପରି ଭିଡ଼ ହେବନହିଁ । ତାହା ଭୁଲ ପ୍ରମାଣିତ ହୋଇଛି । ଗତକାଲି ପ୍ରାୟ 35 ହଜାର ଲୋକ ଆସିଛନ୍ତି: ଓଡିଆ ସମାଜର ଟ୍ରଷ୍ଟି ହୀରଣ୍ୟ ମହାନ୍ତି....।
#ArgusNews #OdishaParba2023 #OdishaParba #Odiasamaj #OdiaCulture #JawaharlalNehruStadium #delhi