#ଓଡ଼ିଶାର_ମୁକୁଟମଣ୍ଡିତ_ମହିମା_ଗୀତିରେ_ମୁଖରିତ_ହେବ_ଦିଲ୍ଲୀ ।
ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଝଙ୍କୃତ ହେବ ଓଡ଼ିଆ ଅସ୍ଥିତ୍ବ-ସ୍ବାଭିମାନ ଓ ସ୍ବାବଲମ୍ବନର ଗାଥା । ଆସନ୍ତାକାଲି ଓଡ଼ିଆ ପର୍ବ ଉଦଘାଟନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ
#ArgusNews #OdishaParba #OdiaCulture #Delhi #National