#ରୁଷିଆରୁ_ତେଲ_ଓ_ଅନ୍ୟାନ୍ୟ_ସାମଗ୍ରୀ_କିଣିବ_ଭାରତ
#ଭାରତକୁ_ଶସ୍ତାରେ_ତେଲ_ରପ୍ତାନୀ_ପାଇଁ_ଅଫର୍
ବିଶ୍ବ ବଜାରରେ ଅଶୋଧିତ ତେଲ ଦର ବଢ଼ିବା ଯୋଗୁଁ ଭାରତରେ ମଧ୍ୟ ଉଚ୍ଚା ରହିଛି ତୈଳଦର । ଏହା ଏବେ ଚିନ୍ତାର କାରଣ ପାଲଟିବା ବେଳେ ନୂଆ ଆଶା ସୃଷ୍ଟି କରିଛି ରୁଷିଆର ଅଫର୍ ।
#Russia #india #Oil #Odisha #ArgusNews