#ବିହାରରେ_ଅମିତ_ଶାହଙ୍କ_ଉପସ୍ଥିତିରେ_ଫରଫର_ଉଡ଼ିଲା_୭୭_ହଜାର_୭_ଶହ_ତ୍ରିରଙ୍ଗା
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଆଜି ଏକ ଦିବସିୟ ଗସ୍ତରେ ବିହାର ର ପାଟନା ଠାରେ ପହଂଚିଛନ୍ତି ା ବିହାରର ଜଗଦିଶପୁରଠାରେ ଆଜାଦୀ କା ଅମୃତ ମହୋତ୍ସ୍ତବ କାଳରେ ସେ ୧୮୫୭ ମସିହାର ବିପ୍ଲବୀ ସ୍ବାଧୀନତା ସଂଗ୍ରାମୀ ବୀର କୁଅଁର ସିଂ ଙ୍କ ସମ୍ମାନରେ ଆଯୋଜିତ କାର୍ଯକ୍ରମରେ ଭାଗ ନେଇଥିଲେ
#Bihar #UnionMinister #AmitSaha #Odisha #ArgusNews