#ପାକ୍_ଦେଖିବ_ଇତିହାସର_ସବୁଠୁ_ବଡ଼_ଆନ୍ଦୋଳନ ?
#ଦୟନୀୟ_ପାକିସ୍ତାନ_ପାଖରେ_ନାହିଁ_ଧନ
ଆଇସିୟୁରେ ପାକିସ୍ତାନୀ ମୁଦ୍ରା । କେଉଁଠି ଅଟା ପାଇଁ ସଂଘର୍ଷ ତ କେଉଁଠି ବିଜୁଳି ପାଇଁ ପ୍ରତିବାଦ । ଦାନା ପାଇଁ ଦାବାନଳ ପରିସ୍ଥିତି । ଶ୍ରୀଲଙ୍କା ଭଳି ଦୁର୍ବାର ଆନ୍ଦୋଳନର ସାମ୍ନା କରିବେ ପିଏମ୍ ସରିଫ୍ । ଅଟା ପାଇଁ ଆଉଟୁପାଉଟୁ ।
#ArgusNews #Pakistan #currency #Struggle #situation #market #food #National