ପାକିସ୍ତାନକୁ ଭିକ୍ଷା ଥାଳ ଧରି ଭିକ ମାଗିବାକୁ ବାଧ୍ୟ କରି ଦେଉଛୁ !
ପାକିସ୍ତାନରେ ଭାଇରାଲ ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୁରୁଣା ଭାଷଣର କ୍ଲିପ । ଦଶ କିଲୋ ବିଶିଷ୍ଟ ଅଟା ପ୍ୟାକେଟର ମୂଲ୍ୟ କିଛି ସ୍ଥାନରେ 3 ହଜାର ଟପିଗଲାଣି
#ArgusNews #Pakistan #NarendraModi #Speech #pakistaneconomy