ଆପଣ ମାନେ ଦେଖିଥିବେ ଯେ ଗତ କିଛି ଦିନ ତଳେ ବିଭିନ୍ନ ଗଣମାଧ୍ୟମରେ ପାକିସ୍ତାନର ଏକ ଖବର ପ୍ରକାଶିତ ଓ ପ୍ରସାରିତ ହୋଇଥିଲା । ଏହି ଖବରଟି ମୁମ୍ବାଇ ବୋମା ବିସ୍ଫୋରଣ ମାମଲା ସହ ଜଡିତ ଥିଲା । ସାରା ବିଶ୍ୱକୁ ମୁର୍ଖ ବନେଇବା ପାଇଁ ପାକିସ୍ତାନ କରିଛି ପ୍ରଚେଷ୍ଟା । ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟରେ ହେଲା ଖୁଲାସା
#Pakistan #Stf #Internationalmediareports #Mumbai #ArgusNews